ଆଜି ମୁଖ୍ୟମନ୍ତ୍ରୀଙ୍କ ପଶ୍ଚିମ ଓଡିଶା (କଳାହାଣ୍ଡି) ଗସ୍ତ : ଜୋର୍‌ଦାର ପ୍ରସ୍ତୁତି

ଭବାନୀପାଟଣା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର କଳାହାଣ୍ଡି ଗସ୍ତରେ ଆସୁଛନ୍ତି। ପୂର୍ବାହ୍ଣ ୧୧ଟା ୨୫ ମିନିଟ୍‌ରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍‌ କନକପୁର ସ୍ଥିତ ଅସ୍ଥାୟୀ ହେଲିପ୍ୟାଡ୍‌ରେ ଅବତରଣ କରିବେ। ସାଢ଼େ ୧୧ ଟାରେ ସଭା ସ୍ଥଳରେ ପହଞ୍ଚି ୨୦୮୫ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ। ଏହାପରେ କନକପୁରରୁ ଭୁବନେଶ୍ୱର ଫେରିଯିବେ ବୋଲି ସୂଚନା ମିଳିଛି। କୋଭିଡ୍‌ ତାଲାବନ୍ଦ ପରଠାରୁ ଏହା ମୁଖ୍ୟମନ୍ତ୍ରୀଙ୍କ … Continue reading ଆଜି ମୁଖ୍ୟମନ୍ତ୍ରୀଙ୍କ ପଶ୍ଚିମ ଓଡିଶା (କଳାହାଣ୍ଡି) ଗସ୍ତ : ଜୋର୍‌ଦାର ପ୍ରସ୍ତୁତି